ଭାରତ_ଦେଖାଇଲା_ଏକତା_ଚୀନ୍_ପଡିଗଲା_ଏକା
#ଭାରତ_ଦେଖାଇଲା_ଏକତା_ଚୀନ୍_ପଡିଗଲା_ଏକା
ମିଶନ ମୁନ ସଫଳତା ପରେ ଦୁନିଆରେ ଚହଳ ପକାଇଛି ଭାରତ । ଶୁଭେଚ୍ଛାର ସୁଅ ସହ ବିକଶାର ଯାତ୍ରାରେ ଭାରତ ସହ ଏକାଠି ଏବେ ଅନେକ ଦେଶ । ଯାହାର ପ୍ରଭାବ ଏବେ ଏସିଆ ରାଜନୀତି ଉପରେ ବି ପଡିଛି । ବ୍ରିକ୍ସ ମଞ୍ଚରେ ମୋଦି ମ୍ୟାଜିକ୍ ଆଗରେ ଫିକା ପଡିଛି ଜିନପିଙ୍ଗଙ୍କ ରଣନୀତି । ଦବଦବା କାଏମ ରଖିବାର ସ୍ବପ୍ନ ହୋଇଯାଇଛି ପୁରାପୁରି ଚୁରମାର୍।