ଶହ ଶହ ଗୁରୁଙ୍କ ଆଗରେ ମୁଣ୍ଡ ନୁଆଇଁଲେ ବିଧାୟିକା l ପାଦ ଧୋଇଦେଲେ ବ
ଶହ ଶହ ଗୁରୁଙ୍କ ଆଗରେ ମୁଣ୍ଡ ନୁଆଇଁଲେ ବିଧାୟିକା l ପାଦ ଧୋଇଦେଲେ ! ଫୁଲ, ଚନ୍ଦନ, ତିଳକ ଲଗାଇ ଦୀପ ଥାଳିରେ ବନ୍ଦାଇଲେ l ଏ ଦୃଶ୍ୟ ଯିଏ ଦେଖିଲା ସିଏ କହିଲା, ସତରେ ଜଣେ ବିଧାୟିକା କଣ ଏତେ ମହାନ ହୋଇ ପାରନ୍ତି !ଏବେ ପୁଣି ଚର୍ଚ୍ଚାରେ ବରୀ ବିଧାୟିକା ସୁନନ୍ଦା ଦାସ l