#କୁକୁର_ପାଲଟିଛି_ସାହାରା #ଭାବର_ଏ_ନିଆରା_ଚିତ୍ର 'ବାବୁ...

aurobinda1971
12 Views
#କୁକୁର_ପାଲଟିଛି_ସାହାରା #ଭାବର_ଏ_ନିଆରା_ଚିତ୍ର 'ବାବୁ... ମୋର ସାହାର ବୋଲି କେହି ନାହିଁ'। ଏ ସ୍ବାର୍ଥପର ଦୁନିଆରେ ଏଠି କିଏ ବା କାହାର? ନିଜର କହିଲେ ଏଇ ନନ୍ଦୁ । ସକାଳ ହେଲେ ଦୁହେଁ ବାହାରି ପଡନ୍ତି ଅଣ୍ଡା ବିକିବାକୁ । ଆଉ ଯାହା ଦୁଇ ପଇସା ରୋଜଗାର ହୁଏ । ସେଥିରେ ଦୁଇ ଜଣ ଚଳନ୍ତି। ଏମିତି ସମ୍ପର୍କ ଆପଣ କେବେ କେଉଁଠି ଦେଖିନଥିଲେ । ଆଉ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ... #dog

Latest Videos

Partner Program Latest Videos Terms of Service About Us Copyright Cookie Privacy Contact