Thought that the group would like this
Thought that the group would like this
#ଦେଖ_ରେ_ମଣିଷ_ଟିକେ_ବୁଦ୍ଧି_ଶିଖ
ରାସ୍ତା ଉପରେ ପଡ଼ିଥାଏ ଏକ ପାଉଁରୁଟି। ପାଉଁରୁଟି ଦେଖୁ ଦେଖୁ ଧାଇଁ ଆସିଲା ଗୋଟିଏ କାଉ। ଠିକ୍ ଏହି ସମୟରେ ସେଇ ପାଉଁରୁଟି ଖାଇବା ଆଶାରେ ଧାଇଁ ଆସିଲା ଗୋଟିଏ ମୂଷା। କାଉଟି ବୋଧେ ମୂଷାର ମନ କଥା ବୁଝିପାରିଲା। ବୋଧ ଭାବିଲା, ଏକୁଟିଆ ଖାଇବାରେ କି ମଜା। ଭାଗବାଣ୍ଟି ଖାଇଲେ, ତାର ବି ପେଟ ପୁରିବ, ମୋର ବି ପେଟ ପୁରିବ। ଆଉ ସତକୁ ସତ ମଣିଷ ଭଳି ପାଉଁରୁଟିର ଖଣ୍ଡିଏ, ଥଣ୍ଟରେ ଛିଣ୍ଡାଇ ନେଇ ମୂଷା ପାଖରେ ଥୋଇ ଦେଇ ଆସିଲା ।
#Odisha #OdishaReporter #Crow #Rabit