ନୂତନ #ଦୋକାନ_ତିଆରି କରିଦେଲେ
#ନୂତନ #ଦୋକାନ_ତିଆରି କରିଦେଲେ
#ଆଦର୍ଶ_ଯୁବ_ପରିଷଦ ସଦସ୍ୟ
Plz #Share &help ????
Courtesy singer -Mohammad Aziz ????
#ସୋର ବ୍ଲକ #ମାଣତ୍ରୀ ପଂଚାୟତ ର ମୂର୍ତ୍ତିକର #ଶ୍ରୀକାନ୍ତ ଙ୍କ #ସିଲିକୋଶୀ ଟିବି ରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିବା ପରେ ଅସହାୟ ହୋଇପଡ଼ିଥିଲେ ପରିବାର.. #ଚିକିତ୍ସା ରେ ସମସ୍ତ ଅର୍ଥ ଖର୍ଚ୍ଚ କରିବା ପରେ ମଧ୍ୟ ଶ୍ରୀକାନ୍ତ ବଞ୍ଚି ନଥିଲେ.. ତାଙ୍କର ଅକାଳ ବିୟୋଗ ରେ ଭାଙ୍ଗି ପଡ଼ିଥିଲେ ଅସହାୟ ପରିବାର.. ଶ୍ରୀକାନ୍ତ ପରିବାର ରେ ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ... ତାଙ୍କ ମୃତ୍ୟୁ ପରେ ପରିବାର ଚଳାଇବା ପାଇଁ ସ୍ତ୍ରୀ ଚିନ୍ତିତ ଥିଲେ ପରିଷଦ ସଦସ୍ୟ ମାନେ ଏହି ଖବର ପାଇବା ପାଇଁ #ସ୍ତ୍ରୀ ପାଇଁ ଏକ #ଦୋକାନ ଟିଏ କରି ଦେଇଛନ୍ତି.. ଏବଂ ଦୋକାନ ଆଗକୁ ପକ୍କା ମଧ୍ୟ କରିଦେଇଛନ୍ତି ଆଗାମୀ ଦିନରେ ଏହି ଅସହାୟ ପରିବାର କୁ ସହଯୋଗ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ସଦସ୍ୟ...ମା ????
ଜୟ ଜଗନ୍ନାଥ ????????
#CMOOdisha
#viralpost
#viralreel
#viralpage
#viralvideo
#socialmedia
#socialorganization
#sorocity
#balasore